କୋଭିଡ ଟିକା ପାଇଁ ପୁନୱାଲଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର- କୋଭିଡ ଟିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଆଇ ସିଓ ପୁନୱାଲଙ୍କ ସହ ଭିଡିଓ କଲ ଜରିଆରେ କଥାବାର୍ତ ହୋଇଛନ୍ତି । ଖୁବ୍ ଶୀଘ୍ର ଓଡିଶାରେ ଟିକା ପଂହଚାଇବା ପାଇଁ ପୁନୱାଲଙ୍କୁ କହିଛନ୍ତି । କରୋନା ଟିକା ପ୍ରସ୍ତୁତ କରୁଥିବା ଅକ୍ସର୍ଫୋଟ ୟୁନିଭରସିଟର ପରୀକ୍ଷଣ!-->…