ଆସିକା ଓକିଲ ସଂଘ ବୈଠକରେ ଋଷିକୂଲ୍ୟା ଜିଲ୍ଲା ପାଇଁ ଦାବି
ଆସିକା : ଆସିକା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର ଭାବ ବେସ ପରିଚିତ କିନ୍ତୁ ଦୁଃଖ ଓ ପଶ୍ଚାତତାପର ବିଷୟ ଆସିକା ଓକିଲ ସଂଘ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାରୀ ସ୍ତରରେ ନାଲି ଫିତାତଳେ ଚପାଈ ଦିଆଯାଉଛି ଆସିକା ଉପରେ ନିର୍ଭର କରୁଥିବା କବିସୂର୍ଯ୍ୟନଗର,!-->…