ଅନାହାର ମୃତ୍ୟୁ ନେଇ ମାନବାଧିକାର କମିଶନଙ୍କ ନିକଟରେ କଂଗ୍ରେସ ଫେରାଦ

ଭୁବନେଶ୍ୱର:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ ଜାକେଡା ପଂଚାୟତର କଳାମ୍ବ ଗ୍ରାମର ୪୬ ବଷୀୟା ମହିଳା ଦୁଖି ଯାନୀଙ୍କ ତାଲା ବନ୍ଦ ସମୟରେ ଅନାହାର ମୃତୁ୍ୟ ପ୍ରସଙ୍ଗକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ । ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ…

ଭୁବନେଶ୍ୱରରୁ ୮୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଲକଡାଉନର ପ୍ରଥମ ଦିନରେ ଭୁବନେଶ୍ୱରରେ ୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳ ୪୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦ରେ ପଂହଚିଥିବା ବେଳେ ୪୯୪ ଆକ୍ରାନ୍ତ ସୁସ୍ଥ…

ଆଇପିଏଲ୍‌ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଛି ୟୁଏଇ

ଦୁବାଇ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଆୟୋଜନ ନେଇ ନାନା ମତ ପ୍ରକାଶ ପାଉଛି। ଯଦି ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ସ୍ଥଗିତ ରହେ ତେବେ ସେହି ସମୟରେ ଆଇପିଏଲ୍‌ ଆୟୋଜନ ପାଇଁ ବିସିସିଆଇ…

୭ ଦିନ ଧରି ଚିଲିକା ମାଛ ମାର୍କେଟ ସଟଡାଉନ

ଖୋର୍ଦ୍ଧା- ଚିଲିକା ମାଛ ମାର୍କେଟକୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ବାଲୁଗାଁ ଅଂଚଳର ଜଣେ ୫୫ ବର୍ଷୀୟ ମାଛ ବ୍ୟବସାୟୀ କରୋନା ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ମାଛ ମାର୍କେଟ ବନ୍ଦ ହେବା ପରେ ୧୨ ହଜାର ମତ୍ସ୍ୟଜୀବୀଙ୍କ ଜୀବନ…

ଶ୍ରାବଣରେ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ଶ୍ରାବଣ ମାସ ଭଗବାନ ଶିବଙ୍କର ପ୍ରିୟ ମାସ । ଏହି ମାସରେ ସମସ୍ତ ବାତାବରଣ ପ୍ରଭୁଙ୍କ ଆଶୀର୍ବାଦରେ ଶୁଦ୍ଧ ହୋଇଯାଏ। ଚାରିଆଡ଼େ ସକରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ। ଏହି ମାସରେ ବାସ୍ତୁର କିଛି ସହଜ ଉପାୟ ଆପଣେଇବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ……– ଏହି ମାସରେ ପ୍ରତିଦିନ…

ରାଜ୍ୟ ସରକାରଙ୍କୁ ପିସିସି ସଭାପତିଙ୍କ ଟାର୍ଗେଟ୍

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କାମ୍ପା ଫଣ୍ଡରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିରଞ୍ଜନ କହିଛନ୍ତି ଯେ ଦୁର୍ନୀତିଗ୍ରସ୍ଥ ରାଜନେତା ଓ କର୍ମଚାରୀ ମିଶି ରାଜକୋଷକୁ ଲୁଟ୍ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଦୁର୍ନୀତିଗ୍ରସ୍ତ…

ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡ ପାଇଁ ପ୍ରମୁଖ ସଚିବଙ୍କ ଅର୍ଥ ଦାନ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡକୁ ବ୍ୟକ୍ତିଗତ ଭାବେ ୨୦ ହଜାର ଟଙ୍କା ଚେକ୍‌ ଆକାରରେ ଦାନ କରିଛନ୍ତି । ଏହି ଚେକ୍‌କୁ ସେ ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ସନ୍ତୋଷ ଚାଟାର୍ଜୀଙ୍କୁ…

ଇସଲାମବାଦରେ ହିନ୍ଦୁମନ୍ଦିର ନିର୍ମାଣ

ପାକିସ୍ତାନ-ଇସଲାମବାଦରେ ନିର୍ମାଣ ହେବ ହିନ୍ଦୁମନ୍ଦିର । ପାକିସ୍ତାନର ଲୋକମାନେ ଏହାକୁ ବିରୋଧ କରଥିବା ବେଳେ ଖାଏବର ପକତୁନଖ୍ୱା ବିଧାନ ସଭାର ଜଣେ ମନ୍ତ୍ରୀ ଇସଲାମବାଦରେ କୃଷ୍ଣ ମନ୍ଦିର ନିର୍ମାଣ ହେଲେ ସେ ଏହାକୁ ସ୍ୱାଗତ କରିବେ ବୋଲି କହିଛନ୍ତି । ପାକିସ୍ତାନ ସରକାର ପ୍ରଥମ ଥର…

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ; ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ଜେରା

ଭୁବନେଶ୍ବର : ସମାଜସେବୀ/ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କିଛିଦିନ ବିତି ଯାଇଥିଲେ ମଧ୍ୟ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପ୍ରଥମେ ଆଦିତ୍ୟଙ୍କ ମୃତ୍ୟୁକୁ ଆତ୍ମହତ୍ୟା କୁହାଯାଉଥିବା ବେଳେ ଧିରେ ଧିରେ ଏହା ଆତ୍ମହତ୍ୟ ନୁହେଁ ଏକ ଯୋଜନାବଦ୍ଧ ହତ୍ୟା…

ଭାରତୀୟ ବଂଶୋଦ୍ଭବଙ୍କୁ ବଡ ଦାୟିତ୍ୱ ଦେଲେ ଟ୍ରମ୍ପ

ନ୍ୟୁୟର୍କ- ଭାରତୀୟ ବିଂଶାଦ୍ଭନ ଆଇନଜୀବୀ ସୁଏ ଘୋଷ ଷ୍ଟ୍ରିକଲେଟଙ୍କୁ ଏସିଆ ୟୁଏସିଏଆଇଡିର ସହଯୋଗୀ ପ୍ରଶାସନିକ ଅଧିକାରୀ ଭାବେ ମନୋନୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସିନେଟରେ ପ୍ରସ୍ତାବ ପାରିତ ହେବାପରେ ସୁଏ ଘୋଷ ଏହି ଦାୟିତ୍ୱ ନେବେ । ସୁଏ ଘୋଷ ଟ୍ରମ୍ପଙ୍କ…