ଓଡିଶାରେ ପ୍ରଥମ ପ୍ଲାଜମା ଥୋରାପି ପ୍ରତିରୋପଣ

କଟକ- ଓଡିଶାର ପ୍ରଥମ ପ୍ଲାଜମା ଥେରାପି ପ୍ରତିରୋପଣ ହୋଇଛି କଟକ ଅଶ୍ୱନୀ ହସ୍ପିଟାଲର ଜଣେ ଗୁରୁତର କରୋନା ଆକ୍ରାନ୍ତଙ୍କ ଦେହରେ । କରୋନାରୁ ଆରୋଗ୍ୟ ଲାଭ କରିଥିବା ୪ ବ୍ୟକ୍ତିଙ୍କ ଠାରୁ ଏସିବି ମୋଡିକାଲ ୪ ୟୁନିଟ ପ୍ଲାଜାମା ସଂଗୃହୀତ କରିଥିଲା । ଅଶ୍ୱିନୀ ମୋଡିକାଲରେ ଚିକିିିତ୍ସିତ

ଆଜି ହେଉଛି ଗିନି ପିଗ୍ ଦିବସ

ଅଜି ହେଉଛି ଗିନି ପିଗ୍ ଦିବସ । ୫୦୦୦ବିସି ବେଳକୁ ଦକ୍ଷିଣ ଆମେରିକାରେ ଏହି ନିରୀହ ପ୍ରଣୀ ଗୃହପାଳିତ ହୋଇସାରିଥିଲେ । ୧୫୦୦ ଏଡିରେ ଇଉରୋପରେ ରାଜ-ରାଜୁଡାମାନେ ଏହାକୁ ପାଳୁଥିଲେ । ଏମାନେ ହେଲେ ଶୁଦ୍ଧ ସାକାହାରୀ ପ୍ରାଣୀ । ସେମାନେ ଅତି ଶାନ୍ତ ପ୍ରଜାତିର , ବହୁତ ଚତୁର ଓ ସାମାଜିକ ।

ରାଜ୍ୟରେ ପୁଣି ୪୯୪ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର-ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ୨୪ ଘଂଟାରେ ନୂଆ ୪୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୩୨୨ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭୨ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ

ସରକାରୀ ଅଫିସରେ ଲୋକଙ୍କ ପ୍ରବେଶ ମନା

ଜଗତସିଂହପୁର: କରୋନା ଭୂତାଣୁ କୋଭିଡ୍-୧୯ ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜନସାଧାରଣଙ୍କ ଜ଼ିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ପ୍ରବେଶ ଉପରେ କଟକଣା ଜାରୀ କରିଛନ୍ତି । ଏହି କଟକଣା ଜୁଲାଇ ୩୧ ତାରିଖ ପର୍ଯନ୍ତ ବଳବତର ରହିବ

ଭିତରକନିକା ନଦୀନାଳରେ ୧୦୩ ବଉଳା କୁମ୍ଭୀର ବସା

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀର ୧୦୩ଟି ବସାରେ ଅଣ୍ଡା ଦେଇଥିବା ରାଜନଗର ଡିଏଫ୍ଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଭିତରକନିକାର କନିକା ରେଂଜ୍ରେ ୯୦ଟି, ରାଜନଗର ରେଂଜ୍ରେ ୯ଟି, ଗହୀରମଥା ରେଂଜ୍ରେ ୨ଟି ଓ

୧୪ ଘଂଟାଧରି ଭାରତ-ଚୀନ ଆଲୋଚନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଜାରି ରହିଥିବା ସୀମା ବିବାଦକୁ ନେଇ ଆଜି ଦୁଇ ଦେଶ ମଧ୍ୟରେ ୪ର୍ଥ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ଆଲୋଚନା ଲଦାଖର ଚୁଶୁଲରେ ଦିର୍ଘ ୧୪ ଘଂଟାରୁ ଅଧିକ ସମୟ ଧରି ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡିଛି । ଗତକାଲି ପୂର୍ବାହ୍ନ ସାଢେ

ମୋବାଇଲ୍ ଉପରେ କରୋନା ପ୍ରଭାବ : ମାର୍ଚ୍ଚରେ କଟିଲେ ୨୮ ଲକ୍ଷ ଗ୍ରାହକ

ଭୁବନେଶ୍ୱର: କରୋନା ମହାମାରୀ ପ୍ରଭାବରେ ୨୦୨୦ ମାର୍ଚ୍ଚରେ ଦେଶବ୍ୟାପି ମୋବାଇଲ୍ ଗ୍ରାହକ ସଂଖ୍ୟା ୨୮ ଲକ୍ଷ ୩୬ ହଜାର କମିଛି । ଫଳରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୧୧୫ କୋଟି ୭୭ ଲକ୍ଷ ୪୮ ହଜାର ୫୦୪କୁ ଖସିଆସିଛି । ଗତ ଫେବ୍ରୁଆରିରେ ୧୧୬ କୋଟିରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍ ସଂଯୋଗ

ଯୋଜନାରେ ଅଟକିଛି ବରମୁଣ୍ଡା ବସ୍ ଟର୍ମିନାଲ୍

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡକୁ ଅତ୍ୟାଧୁନିକ ରୂପରେ ଗଢ଼ିବା ପାଇଁ ନିଆଯାଇଥିବା ନିଷ୍ପତି ପୁଣି ବିଳମ୍ବିତ ହେବା ନିଶ୍ଚିତ । ୨ ବର୍ଷରେ କାମ ସାରିବାକୁ ଧାର୍ଯ୍ୟ ହୋଇଥିଲେ ବି ବିଭିନ୍ନ ବାଧକ ନିର୍ମାଣ କାମକୁ ଆଗେଇ ନେଉନାହିଁ । ୯ ମାସ ଭିତରେ ଇଟା ଖଣ୍ଡେ ପଡ଼ି ନଥିବାରୁ ଆଉ ୧୫ ମାସ