କଳାହାଣ୍ଡିର ବିକୃତ ଛବି
ଭବାନୀପାଟଣା: ଏନସିଆରଟି ଦ୍ୱାରା ପ୍ରସ୍ତୁତ ପଂଚମ ଶ୍ରେଣୀ ଇଭିଏସ୍ ପୁସ୍ତକରେ କଳାହାଣ୍ଡି ଜିଲ୍ଲା ସଂପର୍କରେ ଭୂଲ ତଥ୍ୟ ପ୍ରକାଶିତ ହୋଇଛି । ଏହି ପୁସ୍ତକରେ ସମଗ୍ର କଳାହାଣ୍ଡିକୁ ଦାରିଦ୍ର୍ୟ ଓ ଅନାହାର ଭୂଖଣ୍ଡ ରୂପେ ବର୍ଣ୍ଣନା କରାଯାଇଛି । ଏହି ଜିଲ୍ଲାର ଲୋକମାନେ ଖାଇବାକୁ ନପାଇ ପତ୍ର ଓ!-->…