କୋଭିଡ ନିୟମ କୁ କଲେ ଫୁ : ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁଲିସର ଚଢାଉ
ଖଲିକୋଟ – ଗଞ୍ଜାମରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଥିବା ବେଳେ ଲେକେ କିନ୍ତୁ ଚେତୁ ନାହାନ୍ତି । କୋଭିଡ୍ କଟକଣା କୁ ନମାନି ଶତାଧିକ ଲୋକଙ୍କ ସମାଗମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ଚାଲିଥିବା ଆୟୋଜନକୁ ପଣ୍ଡ କରିଛି ପୁଲିସ । ପୁଲିସକୁ ଦେଖି ଛତ୍ର ଭଙ୍ଗ ଦେଲେ!-->…