ନିଷ୍ଠାବାନ କର୍ମୀ ସହଦେବ ସ୍ୱାଇଁଙ୍କ ପରଲୋକ
ଭୁବନେଶ୍ୱର- ଓଡ଼ିଶା ସତସଙ୍ଗ ପରିସରରେ ଜଣେ ନିଷ୍ଠାବାନ କର୍ମୀ ସଦଦେବ ସ୍ୱାଇଁ ଙ୍କ ପରଲୋକ । ସେ ତାଙ୍କ ଛାତ୍ରାବସ୍ଥାରୁ ଶ୍ରୀଶ୍ରୀ ଠାକୁରଙ୍କୁ ଗ୍ରହଣ କରି ସେ ଭୁବନେଶ୍ୱରରେ ପ୍ରଥମେ ସତସଙ୍ଗ ଆନେ୍ଦାଳନରେ ସକ୍ରିୟ ହୋଇଥିଲେ । ତେବେ ସତୁର ଦଶକରେ ଭୁବନେଶ୍ୱର ସ୍ଥିତ ଓୟୁଏଟିରେ ପଢିବା!-->…