ଆସନ୍ତା ୩୧ ଭିତରେ ମାଟ୍ରିକ ପରିକ୍ଷାଫଳ ପ୍ରକାଶ

ଭୁବନେଶ୍ୱର – ଜୁଲାଇ ୩୧ ଭିତରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୋମବାର ଜଣାପଡିଛି । ତେବେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।କରୋନାର ଭୂତାଣୁ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ କଟକଣା ଓ ସୁରକ୍ଷା ମଧ୍ୟରେ ଶେଷ ହୋଇଛି ମାଟ୍ରିକ

ଶ୍ରାବଣ ମାସର ୨ୟ ସୋମବାର: ଜାଣନ୍ତୁ ବେଲପତ୍ରର ମହତ୍ୱ କୃପା

ପ୍ରଭୁ ଶିବଶଙ୍କରଙ୍କୁ ବେଲପତ୍ର ଖୁବ୍ ପ୍ରିୟ , ଏହାର ଶିବ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି । ତେଣୁ ସମସ୍ତ ଭକ୍ତ ଶ୍ରଦ୍ଧାର ଭାବ ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲପତ୍ର ଅର୍ପଣ କରିଥାନ୍ତି । ଏହା ଦ୍ୱାରା ପ୍ରଭୂ ଖୁବ୍ ପ୍ରସନ୍ନ ହେବା ଭକ୍ତଙ୍କ ଉପରେ କୃା ଓ ଆଶୀର୍ବାଦ

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଦୁ୍ରତ ବେଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ହାରରେ ବୃଦ୍ଧି ପାଉଛି । ଆଜି ପୁଣି କରୋନାରେ ୪ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ୪ ଗଞ୍ଜାମ ଜିଲ୍ଲାର, କଟକ ଓ ଭୁବନେଶ୍ୱରରୁ ୧ ଜଣେ ଲେଖାଏଁ ରହିଛନ୍ତି । କୋଭିଡ

ଆରପାରିରେ ମୟୂରଭଞ୍ଜ ରାଜମାତା

ବାରିପଦା – ମୟରଭଞ୍ଜ ରଜମାତା ଶ୍ରୀମତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡିଆ ରାଜପ୍ରସାଦରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହଙ୍କ କନ୍ୟା । ସେ ୧୯୨୮ ମସିହା ଫେବୃଆରୀ ମାସ ୧୭ ତାରିଖରେ ଜନ୍ମ ଗ୍ରହଣ

ବରିଷ୍ଠ ଅଧିକାରୀଙ୍କୁ ସମୟାନୁବର୍ତିତା ପାଇଁ ତାଗିଦ

ଭୁବନେଶ୍ୱର- ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ସମୟ ଅନୁସାରେ ଅଫିସ ଆସିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସଚିବାଳୟ ମୁଖ୍ୟ ସାଶ୍ୱତ ମିଶ୍ର ଏକ ଚିଠିରେ ଉଲ୍ଲେଖ କରି କହିଛନ୍ତି କର୍ମଚାରୀ ମାନେ ସମୟାନୁବର୍ତିତା ହେବା ଆବଶ୍ୟକ, ବିଶେଷ କରି ସଚିବାଳୟ କର୍ମଚାରୀ ମାନେ ଶୀଘ୍ର

କଂଟେନମେଂଟ ଜୋନରେ କଟକ ରାଉସପାଟନା

କଟକ- କଟକ ରାଉସନପାଟନାକୁ (ୱାର୍ଡ ନମ୍ବର ୨୭) ୫ ଦିନ ପାଇଁ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି କଟକ ସିଏମସି କମିଶନର ଅନନ୍ୟା ଦାସ । ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତି ନିଆଯାଇଛି । କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ଅଂଚଳ ପାଇଁ

୫ ରେଲୱ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ଜିଆରପି

ଭୁବନେଶ୍ୱର- କଳିଙ୍ଗ ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣାକୁ କେନ୍ଦ୍ର କରି ୫ ରେଲୱେ କର୍ମଚାରୀଙ୍କ ନାଁରେ ମୁଜାଫରପୁର କୋର୍ଟରେ ମାମାଲା ରୁଜୁ କରିଛି ରେଳବାଇ ପୋଲିସ । ବରିଷ୍ଠ ଟ୍କେନିସିଆନ ଇନ୍ଦ୍ରଜିତ ସିଂ, କନିଷ୍ଠ ଟେକନିସିଆନ ପ୍ରଦିପ କୁମାର, ବିଭାଗ ମୁଖ୍ୟ ପ୍ରକାଶ ଚନ୍ଦ୍ର, ବିଭାଗ

ଦେଶରେ ସଂକ୍ରମଣ ହାର ୮୭୮୨୫୪

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଗତ ୨୪ ଘଂଟାରେ ୨୮,୭୦୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୮୨୫୪ରେ ପହଂଚିଥିବା ବେଳେ

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଚିନ୍ତାବଢାଉଛି କରୋନା । ପ୍ରତ୍ୟେକ ଦିନ ୫୦୦ ପାର କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୬୧୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୪୧୫ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୦୧ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ହୋଇଥିବା