ରାଜ୍ୟ ସରକାରଙ୍କ ଦୁଇବର୍ଷ ନିଯୁକ୍ତି ବନ୍ଦ ନିଷ୍ପତି କୁ ବିରୋଧ
ଧର୍ମଗଡ: କରୋନାମହାମାରୀ ଅର୍ଥିକ ସଂକଟକୁ ଦେଖି ରାଜ୍ୟସରକାରନେଇଥିବା ଦୁଇବର୍ଷସରକାରୀ ନିଯୁକ୍ତି ବନ୍ଦ ନିଷ୍ପତିକୁ ଦୃଢବିରୋଧ କରିଛନ୍ତି କଳାହାଣ୍ଡି ଜିଲ୍ଲା ଯୁବକଂଗ୍ରେସ । ଏହି ପରିପ୍ରକ୍ଷୀରେ ଆଜି କଳାହାଣ୍ଡିଜିଲ୍ଲା ଯୁବକଂଗ୍ରେସ ପକ୍ଷରୁଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରେସ ସଭାପତି!-->…