କରୋନା କବଳରେ ଅମିତାଭ ଓ ଅଭିଷେକ ବଚ୍ଚନ
ମୁମ୍ବାଇ- ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ଏବେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଅମିତାଭ ଙ୍କ କରୋନା ପଜେଟିଭ ଆସିବା ପରେ ସମସ୍ତଙ୍କର କୋଭିଡ ରିକ୍ଷା କରାଯାଇଥିଲା ଯେଉଁଥିରେ ୪୪ ବର୍ଷୀୟ ଅଭିଷେକ!-->…