ବିକାଶ ଦୁବେ ସହଯୋଗୀ ଗରିଫ
ନୂଆଦିଲ୍ଲୀ- ଏନକାଂଉଟର ବିକେଶ ଦୁବେଙ୍କ ସହଯୋଗୀ ଗୁଜନ ତ୍ରିବେଦୀକୁ ମୁମ୍ବାଇ ପୋଲିସ ଗିରଫ କରିଛି । କାନପୁର ଗୁଳିକାଣ୍ଡ ପରେ ଗୁଜନ ସେଠାରୁ ଖସି ପଳାଇଥିଲା । ସେ ମହାରାଷ୍ଟ୍ରରେ ଳୁଚିଥିବା କଥା ଜଣାପଡିବା ପରେ ଜୁହୁ ଏଟିଏସ ତା ଉପରେ ନଜର ରଖିଥିଲା । ଥାନେ ଅଂଚଳରେ ଏଟିଏସ ଚଢାଉ କରି!-->…