ମନରେଗା ଯୋଜନାରେ କାମ ଦେବା ପାଇଁ ଦାବୀ
ଭୁବନେଶ୍ୱର: ଜଙ୍ଗଲରେ ବାସ କରୁଥିବା ଗରିବ ଅଧିବାସୀ ଓ ଆଦିବାସୀମାନଙ୍କୁ ଜାତୀୟ ନିଶ୍ଚିତ କାର୍ଯ୍ୟ ନିଯୁକ୍ତି ଯୋଜନାରେ ଜଙ୍ଗଲରେ ବୃକ୍ଷରୋପଣ ପାଇଁ ଓ ଜଙ୍ଗଲର ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ଭାବରେ ନିଯୁକ୍ତି ଦେବା ପାଇଁ, ମାସିକ ୭୫୦୦ ଟଙ୍କା ଆର୍ଥିକ ସହାୟତା ଦେବା ଓ ଡିସେମ୍ବର ମାସ!-->…