ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସତସଙ୍ଗ ବିହାରର ଆର୍ଥିକ ସହାୟତା
ଭୁବନେଶ୍ୱର- ମହାମାରୀ କରୋନା ପାଇଁ ସତସଙ୍ଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ୨ଶହ ୨୯ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସତସଙ୍ଗ ପରିଚାଳକ ଅଭୟ ପରିଡା ସମେତ ହୁର୍ଷିକେଶ ସୋନାପତି, ଗୁରୁବାଇ ପ୍ରଫୁଲ୍ଲ କୁମାର ମହାନ୍ତି ଓ ଭଗବତ ତ୍ରିପାଠୀ ସଚିବାଳୟରେ!-->…