ବିକାଶ ଏନକାଉଂଟରକୁ ନେଇ ରାଜନୀତି
ନୂଆଦିଲ୍ଲୀ- ଉତରପ୍ରଦେଶର କୁଖ୍ୟାତ ଅପରାଧି ବିକାଶ ଦୁବେକୁ ନାଟକୀୟ ଭାବେ ଏକକାଉଂଟର କରି ମାରି ଦିଆଯାଇଛି । କିନ୍ତୁ ଏହି ଏନକାଉଂଟରକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଶ୍ୱ ଉଠାଇଛନ୍ତି । କିନ୍ତୁ ବିକାଶ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିବା ବେଳେ ସେ କାହିଁକି ଖସି ପଳାଇବାକୁ ଚାହିଁବ!-->…