ସ୍ୱଂୟ ସହାୟକ ଗୋଷ୍ଠୀକୁ ଋଣ ଦେବାରେ ଠକେଇ :୨ ଗିରଫ
ରାୟଗଡା : ସ୍ୱଂୟ ସହାୟକ ଗ୍ରୁପକୁ ଋଣ ପ୍ରଦାନ ନାମରେ ଠକେଇ କରିଥିବା ଅଭିଯୋଗେରେ ଚାନ୍ଦିଲି ପୋଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ କେନ୍ଦ୍ରପଡାରୁ ୨ ଜଣ ବ୍ୟକ୍ତି ଆସି କେଉଁଝରି ଗାଁର ମା ମଙ୍ଗଳା ଓ ମା କନକ ଦୁର୍ଗା ସ୍ୱଂୟ ସହାୟକ ଗ୍ରୁଫକୁ ୧ ଲକ୍ଷ ୨୦ ହଜାର!-->…