ପରୋପକାରର ପରିଭାଷା
ବିପୁଳ ସମ୍ପତ୍ତିର ଅଧିକାରୀ ଥିବା ଜନୈକ ବ୍ୟକ୍ତି ବୃଦ୍ଧ ହୋଇଗଲେ । ତାଙ୍କର ତିନିପୁତ୍ର ଥିଲେ । ସେମାନଙ୍କ ମଧ୍ୟରେ ସମାନ ଭାବରେ ସମ୍ପତ୍ତି ବାଣ୍ଟିଦେବା ନିୟମ ଦୃଷ୍ଟିରୁ ସମୀଚୀନ ଥିଲେ ହେଁ ବୃଦ୍ଧ ବ୍ୟକ୍ତି ତାଙ୍କର ଯୋଗ୍ୟ ଉତ୍ତରାଧିକାରୀ କିଏ ତାହା ଜାଣିବାକୁ ଚାହିଁଥିଲେ । ଦିନେ!-->…