ପ୍ଳାଜମା ଦାନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ
ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଦିନ ପ୍ଲାଜମା ଦାନ କରିଛନ୍ତି । ସିନ୍ଧିଆ ପ୍ଲାଜମା ଦାନ କରିବା ସମୟରେ ନିଜ ଫଟୋ ଟ୍ୱିଟ୍ ରେ ସେୟାର କରି କହିଛନ୍ତିି ଯେ ସଂକ୍ରମଣକୁ ସାମ୍ନା କରି ମୋ ଭଳି ଅନେକ ଲୋକ ନିଜ ପ୍ଳାଜମା ଦାନ କରି!-->…