ଚୀନ ପ୍ରତି କଠୋର ହେଉଛି ଭାରତ
ନୂଆଦିଲ୍ଲୀ : ଲାଦାଖର ଗଲୱାନରେ ଚୀନ ଯବାନଙ୍କ ଅତର୍କିତ ଆକ୍ରମଣରେ ୨୦ଜଣ ଭାରତୀୟ ଜବାନ ସହୀଦ ହେବା ପରେ ଚୀନପ୍ରତି ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି । ଚୀନ ସାମଗ୍ରୀ ଆମଦାନୀ ହ୍ରାସ କରିବାଲାଗି ଏକ ପ୍ରକାର ଆଭିମୁଖ୍ୟ ଗ୍ରହଣ କରିଛି । ଚୀନରୁ କେଉଁ ଉପାୟରେ ଓ କେଉଁ କେଉଁ କ୍ଷେତ୍ରରେ!-->…