ଧରାପଡିଲା ଗ୍ୟାଙ୍ଗଷ୍ଟାର ଦୁବେ
ଉତରପ୍ରଦେଶ- ମୋଷ୍ଟୱାଂଟେଣ୍ଡ ବିକାଶ ଦୁବେଙ୍କୁ ଗିରଫ କରିଛି ପୋଲିସ । କାନପୁରରେ ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ବିକାଶ ଦୁବେ ଶେଷରେ ପୁଲିସ ହାତରେ ଧରାପଡିଛି । ମଧ୍ୟପ୍ରଦେଶ ଉଜୈନରେ ଥିବା ମହାକାଳ ମନ୍ଦିରକୁ ଯାଉଥିବା ସମୟରେ ପୋଲିସ ଗିରଫ କରି ରାସ୍ତାରେ ଚଳାଇ ଚାଳଇ ଗାଡିକୁ!-->…