ବିପୁଳ ପରିମାଣରେ ଦେଶୀ ମଦ ଓ ପୋଚ୍ଚ ଜବତ
ରାୟଗଡା- ରାୟଗଡା ଜିଲ୍ଲାରେ ଚୋରା ମଦ କାରବାର ବୃଦ୍ଧି ପାଉଛି । ଏହାକୁ ଦେଖି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଅବକାରୀ ଅଧିକ୍ଷଙ୍କ ଦଣ୍ଡପାଣି ବେହେରାଙ୍କ ନିର୍ଦେଶରେ ଗତ ୭ତାରିଖରେ ଚଢାଉ କରାଯାଇଥିଲା । ତେବେ ରାୟଗଡା ଥାନା ଅନ୍ତର୍ଗତ ପିଣ୍ଡପଦର ଓ ମଲିଗାଁରେ ଚଢାୁ!-->…