ବୁଡିଯିବ ବନ୍ଦର
ପୂରାଣ ପ୍ରସିଦ୍ଧ ଦ୍ୱାରକା ନଗରୀକୁ ନେଇ ସବୁ ଭାରତୀୟଙ୍କ ମଧ୍ୟରେ ଏକ ଭିନ୍ନ ଆବେଗ ରହିଛି । ଭାରତୀ ସଂସ୍କୃତି ଏବଂ ସନାତନ ଧର୍ମର ପ୍ରମୁଖ ଦେବତା ପ୍ରଭୁ ଶ୍ରୀକୃଷ୍ଣର ନିଳାଖେଳା ସହ ଜଡିତ ଏହି ପୂରାଣ ପ୍ରସିଦ୍ଧ ନଗରୀ ସମ୍ପର୍କରେ ମହାଭରତ ଠାରୁ ଆରମ୍ଭ କରି ଲୋକକଥା ଯାଏଁ ସବୁଠି!-->…