କ୍ୱାରେଂଟାଇନରେ ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବେ କ୍ୱାରେଂଟାଇନରେ ଅଛନ୍ତି । ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ କରୋନା ପଜିଟିଭ ଆସିଥିବା ବେଳେ ତାଙ୍କ ସଂଷ୍ପର୍ଶରେ ଆସିଥିଲେ ପ୍ରତାପ ଷଡଙ୍ଗୀ । ସୂଚନା ଅନୁସାରେ ସ୍ୱର୍ଗତ ବିଧାୟକ ମଦନମୋହନ ଦତଙ୍କ ଶୋକସଭାରେ ସୁକାନ୍ତଙ୍କ ସହ!-->…