ବିଂଝାରପୁରରେ ଆଉ ୭ଜଣ କରୋନା ପଜେଟିଭ୍
ବିଂଝାରପୁର- ବିଂଝାରପୁର ବ୍ଲକରେ ଆଉ ୭ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ପଂଚାୟତ ସଂଘରୋଧ କେନ୍ଦ୍ରର ହୋଇଥିବା ଜଣାପଡିଛି । ବର୍ତମାନ ଏହି ୭ଜଣକୁ ମିଶାଇ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯ରେ ପହଂଚିଥିବା ବେଳେ ଏଥିରୁ ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।!-->…