ମନ୍ଦିର ବେଢା ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର
ବାଲିକୁଦା: ବାଲିକୁଦା ଥାନା ଅଧୀନ ମୁଳୁଗାଁ ପଂଚାୟତର ମୁଳୁଗାଁ ସ୍ଥିତ ଶିବ ମନ୍ଦିର ବେଽଢା ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ମୁଳୁଗାଁର ନୋକା ରାଉତଙ୍କ ପୁଅ ଗୁଣନିଧି ରାଉତ(୪୨) ବୋଲି ଜଣା ଯାଇଛି । ଗୁଣ ନିଧି ପିନ୍ଧିଥିବା ଲୁଙ୍ଗିକୁ ଖୋଲି!-->…