ପ୍ଲାଜମା ଦେଲେ ସମ୍ବିତ ପାତ୍ର
ନୂଆଦିଲ୍ଲୀ- ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ଲାଜମା ଦେଇଛନ୍ତି । ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପ୍ଲାଜାମା ଦେଉଥିବାର ଫୋଟ ଟୁଇଟ କରିଛନ୍ତି ନିଜେ ସମ୍ବିତ ପାତ୍ର । ଗତ ମାସରେ ସମ୍ବିତ ପାତ୍ର କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।!-->…