ଋତୁ ଅନୁସାରେ ଲକ୍ଷଣ ବଦଳାଉଛି କରୋନା: ଡାଇରିଆ, ବାନ୍ତି ଏବଂ ମୁଣ୍ଡବିନ୍ଧା ଭଳି ନୂଆ ଲକ୍ଷଣ ଦେଖାଦେଉଛି

ନୂଆଦିଲ୍ଲୀ- ଦିନକୁ ଦିନ ନିଜର ରୂପ ଓ ଲକ୍ଷଣ ଦଳାଇବାରେ ଲାଗିଛି କରୋନା ମହାମାରୀ । ପୂର୍ବରୁ ରୋଗୀଙ୍କ ମଧ୍ୟରେ ଶରୀରର ତାପମାତ୍ରା ବଢିବା, ନିଶ୍ୱାସ ନେବାରେ ସମସ୍ୟା ହେବା, କାଶ ଭଳି ଲକ୍ଷଣ ଦେଖା ଯାଉଥିବା ବେଳେ ଏବେ କରୋନା ରୋଗୀଙ୍କ ମଧ୍ୟରେ ନୂତନ ଲକ୍ଷଣ ଦେଖାଦେଇଛି । ଆଗରୁ କରୋନା…

ସଫଳ ରଥଯାତ୍ରା ପାଇଁ ଧନ୍ୟବାଦ୍ ଜଣାଇଲେ ଗଜପତି

ପୁରୀ- କୋଭିଡ କଟକଣା ସତ୍ୱେ ଚଳିତ ବର୍ଷ ରଥଯାତ୍ରା ସଫଳତାର ସହ ସରିବା ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ମହାପ୍ରଭୁଙ୍କ କୃପାରୁ ତାଙ୍କର ଯାତ୍ରା ସଫଳତାର ସମ୍ପନ୍ନ ହୋଇଥିବା ଗଜପତି କହିଛନ୍ତି । ସଫଳ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର ,…

ପବ୍ଜି ନିଶାରେ ୧୬ ଲକ୍ଷ ଉଡାଇ ଦେଲା ପୁଅ

ଦିଲ୍ଲୀ/ଚଣ୍ଡିଗଡ: ବର୍ତମାନର ଯୁପିଢିଙ୍କୁ ପାଗଳ କରିଛି ଅନ୍ଲାଇନ ଗେମ୍ । ଏହି ଅନଲାଇନ ଗେମ୍ ମଧ୍ୟରୁ ପବ୍ଜୀ ଏବେ ସମସ୍ତଙ୍କ ପ୍ରିୟ ହୋଇଛି । କିନ୍ତୁ ଏହି ଖେଳ ଯେ ଜଣଙ୍କୁ ବରବାଦ୍ କରିଦିଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ । ପଞ୍ଜାବର ଜଣେ ପିଲା ଅନ୍ଲାଇନ୍…

ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେନଂଟାଇନରେ ରହିବେ

ରାଉରକେଲା: ୧୪ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲାଗିଥିବା ବେଳେ ବାହା ହୋକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେନଂଟାଇନରେ ରହିବାକୁ ପଡିବ । ସୂଚନା ଦେଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ । ତେବେ ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ,…

ଲୋକାର୍ପିତ ହେଲା ୧୦ ହଜାର ଶର୍ଯ୍ୟା ବିଶିଷ୍ଟ ବିଶ୍ୱର ସବୁଠୁ ବଡ କୋଭିଡ କେୟାର ସେଂଟର

ନୁଆଦିଲ୍ଲୀ- ଆଜି ଦିଲ୍ଲୀସ୍ଥିତ ବିଶ୍ୱର ସବୁଠାରୁ ବଡ କୋଭିଡ କେୟାର ସେଂଟର ଲୋକାର୍ପିତ ହୋଇଛି । ଲେଫ୍ଟନାଂଟ ଗଭର୍ଣ୍ଣର ଅନତଲ ବୈଜଲ ରାଧା ସୋମି ସତସଙ୍ଗ ବସିଥିବା ୧୦,୦୦୦ ଶର୍ଯ୍ୟା ବିଶିଷ୍ଟ ସର୍ଦ୍ଧାର ପଟେଲ କୋଭିଡ କେୟାର ସେଂଟରର ଉଦଘାଟନ କରିଛନ୍ତି । କମ ଲକ୍ଷଣ ଥିବା ଏବଂ ଲକ୍ଷଣ…

କଟକରେ ଗୋଟିଏ ପରିବାରର ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ..

କଟକ- କଟକରେ ଦିନକୁ ଦିନ ଚିନ୍ତା ଢାଉଛି କରୋନା ମହାମାରୀ । ଏଠାରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ କଟକର ଏକ ପ୍ରମୁଖ ବ୍ୟସାୟିକ ପେଣ୍ଠସ୍ଥଳ ମାଣିକଘୋଷ ବଜାର ଅଂଚଳରୁ ଜଣେ ନୁହେଁ କି ଦୁଇଜଣ ନୁହେଁ ବରଂ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ଗୋଟିଏ…

ଲକ୍ଷଣ ଥାଇ ଦୁଇ ଥର କୋଭିଡ୍ ରିପୋର୍ଟ ନେଗେଟିଭ୍, ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ: ଚାରିଆଡେ କରୋନା ମହାମାରୀ ବ୍ୟାପିଥିବା ବେଳେ ଦିଲ୍ଲୀରୁ ଆସିଛି ଏକ ଦୁଃଖଦ ଘଟଣା । ଦିଲ୍ଲୀର ମୌଲାନା ଅଜାଦ ଇନଷ୍ଟିଟ୍ୟୁଟ ଫର୍ ଡେଂଟାଲ୍ ସାଇନ୍ସେସ୍ ର ଜଣେ ଜୁନିୟର ରେସିଡେଂଟ ଡାକ୍ତର ପ୍ରାଣ ହରାଇଛନ୍ତି । ସେ କରୋନା ଆକ୍ରାନ୍ତ ଥିଲେ କିନ୍ତୁ ଲକ୍ଷଣ ଥାଇ ମଧ୍ୟ ଦୁଇ ଦୁଇ ଥର…

ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍: ନୂଆ ଓ ପୁରୁଣା ବିଲ୍ଡିଂ ବନ୍ଦ

କଟକ- ସାରା ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ । ତା ମଧ୍ୟରେ କଟକର ସ୍ଥିତି ମଧ୍ୟ ଖୁ୍ବ୍ ବିଗିଡିବାରେ ଲାଗିଛି । ଗତ କିଛି ଦିନ ହେଲା ଲଗାତାର ଭାବେ କଟକରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ଓଡ଼ିଶା ହାଇକୋର୍ଟର ଜଣେ କର୍ମଚାରୀ କରୋନା…