ଯୋଗୀ ସରକାରଙ୍କ ବଡ ଘୋଷଣା, ଅନାଥ ପିଲାଙ୍କୁ ମିିଳିବ ମାସିକ ଭତ୍ତା
ନୂଆଦିଲ୍ଲୀ : ଯୋଗୀ ସରକାର ନିର୍ବାଚନ ପୂର୍ବରୁ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ରାଜ୍ୟରେ ଥିବା ସମସ୍ତ ଅନାଥ ପିଲାଙ୍କୁ ମାସିକ ୨.୫୦୦ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେବେ । ଅର୍ଥାତ କୋଭିଡ-୧୯ ରେ ଅନାଥ ହୋଇଥିବା ପିଲାଙ୍କ ପରେ ଏବେ ଏବେ ସମସ୍ତ ଅନାଥ ପିଲାଙ୍କ ପାଇଁ ଏଭଳି!-->…