ଲେହରେ ଚୀନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ ଚଳିବନି ବିସ୍ତାରବାଦ
ଲେହ : ଗଲୱାନ ଘାଟି ଭାରତର । ଲଦାଖ ହେଉଛି ଭାରତର ମସ୍ତକ । ଲଦାଖର ପୂରା ଅଂଶ ଭାରତର ମାନସମ୍ମାନର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଚାନକ ଲେହ ଗସ୍ତ କରି ୧୧ ହଜାର ଫୁଟ ଉଚ୍ଚରେ ଥିବା ନିମୁସ୍ଥିତ ସେନା ଶିବିରରେ ଯବାନମାନଙ୍କୁ!-->…