ଡେଙ୍ଗୁ ଓ କରୋନା ସଚେତନତା ଅଭିଯାନ
ଯୋଡା: ୪ବର୍ଷ ପୂର୍ବେ ଯୋଡା ବ୍ଲକ ତଥା ବଡବିଲ ପୌରାଂଚଳର ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜ୍ୱର ମାରାତ୍ମକ ରୂପ ଧାରଣ କରିଥିଲା । ଏହି ପରିପ୍ରେକ୍ଷୀରେ ବିଗତ ବର୍ଷ ମାନଙ୍କରେ ଡେଙ୍ଗୁ ସଚେତନତା ଏବଂ ନିରାକରଣ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ଚଳିତବର୍ଷ ଆଉ ଏକ ବୈଶ୍ୱିକ ମହାମାରୀ!-->…