ପୋଲ ନିର୍ମାଣର ୨ ବର୍ଷ ପରେ ମଧ୍ୟ ସଂଯୋଗୀକରଣ ରାସ୍ତା ନାହିଁ

ଚମ୍ପୁଆ: ବ୍ଲକ କର୍ଯ୍ୟାଳୟ ସହିତ ପଂଚାୟତବାସୀଙ୍କୁ ଯୋଡିବା ପାିଁଇଁ ସରକାର ଆମ ଗାଁ ଆମ ବିକାଶର ନାରା ଦେଉ ଥିବା ବେଳେ ଚମ୍ପୁଆ ବ୍ଳକ ବୈତରଣୀ ନଦୀ ଆର ପଟେ ଥିବା କୁଟାରୀପଶି ପଂଚାୟତବାସୀଙ୍କ ଦୁଃଖ ଏ ପର୍ଯ୍ୟନ୍ତ ଦୂର ହୋଇ ପାରିନାହିଁ । ସେମାନଙ୍କ ପାଇଁ ଏହି ପୋଲ ଉପଯୋଗି ହୋଇ ପାରି…

ବର୍ଷା ବଢ଼ିବ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ଥିବା ବେଳେ ଉତର ଛତିଶଗଡ଼ ଉପରେ ବି ଆଉ ଏକ ଘୂର୍ଣ୍ଣିବଳୟ ରହିଛି । ଏଥି ସହିତ ମୌସୁମୀ ପୁଣି ଥରେ ସକ୍ରିୟ ହେବା ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇପାରେ । ୩ରୁ ବର୍ଷା ଅଧିକ ହେବା ସହିତ ୫ ତାରିଖ…

ସବୁଜ ଭାରତ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ସବୁଜ ଭାରତ ତରଫରୁ ସ୍ଥାନୀୟ ୟୁନିଟ୍-୩ସ୍ଥିତ ଚାର୍ମ କ୍ଲିନିକ ପରିସରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ଅପରାହ୍ନ ୪ ଘଟିକା ସମୟରେ ହଂସପାଳ ଛକଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଯାଇଛି । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ଜନ୍ମଦିନ ଅବସରରେ ଏହି…

କରୋନା ଯୋଦ୍ଧାଙ୍କୁ ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ନାରାୟଣ ବେହେରାଙ୍କୁ ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଦିଶକ୍ତି ·ରିଟେବୁଲ ଟ୍ରଷ୍ଟ ତରଫରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି ।…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେକର୍ଡରୁମ୍ ଉଦ୍ଘାଟିତ

ଜଗତସିଂହପୁର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେକର୍ଡରୁମ୍ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ-ତଥା-କର୍ମଚାରୀ କ୍ଷତିପୂରଣ କମିଶନରଙ୍କ କାର୍ଯ୍ୟାଳୟର ନୂତନ ଗୃହ ଓଡିଶାର ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ଶୁଭ ଉଦ୍ଘାଟିତ ହୋଇଯାଇଅଛି ।…

ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରାକୃତିକ ଗ୍ୟାସର ବଡ ଭୂମିକା : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କୋଭିଡ୍ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଛନ୍ତି । ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ପ୍ରାକୃତିକ ଗ୍ୟାସର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବୁଧବାର ଆନ୍ତର୍ଜାତିକ ଉର୍ଜା ଏଜେନ୍ସି (ଆଇଇଏ) ଏବଂ…

ଭଉଣୀ ଉପରେ ରାଗି ଆତ୍ମହତ୍ୟା କଲା ଭାଇ

ପାଟନା: ଭଉଣୀ ମୋବାଇଲ ନଦେବାରୁ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କଲା ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପୋଲାଣ ଘାଟି ଗାଁରେ । ଆତ୍ମହତ୍ୟା କରିଥିବା ନାବାଳକ ହେଉଛନ୍ତି ମହେଶ ମହାଁନ୍ତି । ଭଉଣୀ ମୋବାଇଲ ନଦେବାରୁ ଭାଇ ,ଭଉଣୀ ମଧ୍ୟରେ ଝଗଡା…

ସ୍ପଞ୍ଜ କାରଖାନାରେ ବିସ୍ପୋରଣ : ୭ ଆହତ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲହଣ୍ଡା ବୁଡ ସ୍ଥିତ ସ୍ପଞ୍ଜ ଏଣ୍ଡ ରୋଲିଂ କାରଖାନାରେ ବ୍ଲାଷ୍ଟ ଫରନେସ ଫର୍ନିସ ଲିକ୍ ହୋଇ ବିସ୍ପୋରଣ ହୋଇଥିଲା । ଏଥିରେ ୭ ଜଣ ଆହତ ଥିବାବେଳେ ୨ଜଣ ଗୁରୁତର ଥିବାର ସୂଚନା ମିଳିଛି । କାରଖାନାର କର୍ତୁପକ୍ଷ ସମସ୍ତଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ…

ବେଆଇନ୍ ପାସପୋର୍ଟର କାରବାର

ଭୁବନେଶ୍ୱର: ବେଆଇନ୍ ପାସପୋର୍ଟ କାରବାର କମିଶନରେଟ୍ ପୁଲିସରେ ଚହଳ ସୃଷ୍ଟି କରିଛି । ଚନ୍ଦ୍ରଶେଖରପୁର ଥାନା ଅଂଚଳର ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ପାସପୋର୍ଟ ନେବାକୁ ଯୋଜନା କରିଥିଲା । ଅପରାଧୀ ନାମରେ ଚନ୍ଦ୍ରଶେଖର , ଇନ୍ଫୋସିଟି,ମଂଚେଶ୍ୱର , ଖଣ୍ଡଗିରି , ଖାରବେଳନଗର ଆଦି ଥାନାରେ ରହିଛି…