ରାମମନ୍ଦିର ନିର୍ମାଣ ଶୁଭାରମ୍ଭ ପାଇଁ ମୋଦୀଙ୍କୁ ଆମନ୍ତ୍ରଣ
ନୂଆଦିଲ୍ଲୀ- ରାମମନ୍ଦିର ନିର୍ମାଣର ଶୁଭ ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି ରାମଜନ୍ମଭୂମି ଟ୍ରଷ୍ଟ ମୁଖ୍ୟ ନିରତ୍ୟ ଗୋପାଳ ଦାଶ । ଏଥି ପାଇଁ ଭୂମି ପୂଜା ମଧ୍ୟ ଶେଷ ହୋଇଛିି । ମନ୍ଦିର କାର୍ଯ୍ୟ ନିର୍ମାଣ ହୋଇନଥିଲେ ମଧ୍ୟ ଦୀର୍ଘ ୩ ମାସ ଧରି ଏଠାରେ ପୂୂଜା!-->…