ବାହୁଡା ଯାତ୍ରା ଆଜି
ପୁରୀ : ନବଦିନ ବ୍ୟାପୀ ଘୋଷ ଯାତ୍ରାରେ ଜନ୍ମବେଦିକୁ ବିଯେ କରିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ବାହୁଡା ଯାତ୍ରା ଆସନ୍ତାକାଲି ବୁଧବାର ଦିନ ହେଉଛି । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ୩ରଥ ଦକ୍ଷିଣ ମୁହାଁ ହେଉଛନ୍ତି । ଆସନ୍ତା!-->…