ଦିଲ୍ଲୀରେ ପ୍ଳାଜାମା ପାଥୋଲୋଜି
ନୂଆଦିଲ୍ଲୀ- ଦିଲ୍ଲୀରେ କରୋନା ସ୍ଥିତି ଅଣୟାତ ହେବାରେ ଲାଗିଛି । ତେଣୁ କରୋନା ସ୍ଥିତର ମୁକାବିଲା ପାଇଁ ଦିଲ୍ଲୀ ସରକାର ପ୍ଲାଜମା ବ୍ୟାଙ୍କ ତିଆରି କରିବାକୁ ଯୋନାକରିଛନ୍ତି । ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି ସେମାନେ ପ୍ଲାଜା ଡୋନେଟ୍ କରିବାକୁ କେଜ୍ରିୱାଲ ପରାମର୍ଶ ଦେଇଛନ୍ତି ।!-->…