ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଟାଟା କମ୍ଫାନୀର ଗୋଲଡେନ କ୍ୟାମ୍ଫ ରେ ଗତ ଗୁରୁବାର ଦିନ ବିଳମ୍ବିତ ରାତିରେ ଲୁଟେରା ମାନେ ଘରେ କେହି ନଥିବା ସୁଯୋଗ ନେଇ ଘରେ କଳାକନା ବୁଲାଇଥିବା ଯୋଡା ଥାନାରେ ଅଭିଯୋଗ ହୋଇଛିା ସୂଚନାରୁ ପ୍ରକାଶ ଯେ ଟାଟା କମ୍ଫାନୀ ଗୋଲଡେନ କ୍ୟାମ୍ଫର

‘ଶ୍ୟାମଳ ସୁବର୍ଣ୍ଣ’ ଦଶମ ସଂଖ୍ୟା ପ୍ରକାଶିତ

ଭୁବନେଶ୍ୱର: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ତିନିଥର କୃଷିକର୍ମଣ ପୁରସ୍କାରରେ ବି ପୁରସ୍କୃତ । ଏହାରି ଭିତରେ ମେଂଚାଏ ନୂତନତାର ସମ୍ଭାର ଓ କିଛି ନୂତନ ଚେତନାକୁ ସାଥୀ କରି ୨୦୧୮ ଏପ୍ରିଲ ୧ରେ ପ୍ରକାଶ ପାଇଥିଲା କୃଷି ପତ୍ରିକା ଶ୍ୟାମଳ ସୁବର୍ଣ୍ଣ । ଆଜି ସଫଳତାର ସହ

ଟ୍ରକରୁ ଡକାୟତି ଘଟଣାରେ ୨ ଗିରଫ ଓ ୩ ଫେରାର

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦେଓଝର ପଂଚାୟତ ମୁର୍ଗାବେଡା ରାସ୍ତା ଦେଇ ଯାଉଥିବା ସାରଦା ଖଣି ୩ ନଂ ଗେଟ ନିକଟସ୍ଥରେ ଟ୍ରକ ଗୁଡିକରୁ ଡକାୟତି କରୁଥିବା ଘଟଣାରେ ବିଲେଇପଦା ପୋଲିସ ୨ ଜଣକୁ ଗିରଫ କରିଛି । ସୂଚନାରୁ ପ୍ରକାଶ ଗୁରୁବାର ମଧ୍ୟ ରାତିରେ ୫ ଜଣ

ହାଇକୋର୍ଟରୁ ନ୍ୟାୟ ପାଇଲେ ବାରିପଦା ଅର୍ବାନ ବ୍ୟାଙ୍କ ଜମାକାରୀ

ବାରିପଦା: ସ୍ଥାନୀୟ ସମବାୟ ବ୍ୟାଙ୍କ ଭାବରେ ସାରା ଓଡିଶାରେ ବାରିପଦା ଅର୍ବାନ କୋପରେଟିଭ ବ୍ୟାଙ୍କର ସୁନାମ ଥିଲା ବେଶ ନିଆରା ତେବେ ୨୦୧୪ ମସିହାରେ ବାରିପଦା ଅର୍ବାନ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ବ୍ୟାଙ୍କର ସମସ୍ତ କାରବାର ବନ୍ଦ ହୋଇଯାଇଥିଲା । ଫଳରେ ବ୍ୟାଙ୍କର

କୋଭିଡ୍-୧୯ର ଆଉ ତିନି ନୂଆ ଲକ୍ଷଣ

ନୂଆଦିଲ୍ଲୀ: ) କୋଭିଡ୍-୧୯ର ଆଉ ତିନୋଟି ନୂଆ ଲକ୍ଷଣ ସାମିଲ କରିଛି ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷ ସ୍ବାସ୍ଥ୍ୟ ସଂସ୍ଥାନ ‘ଦ ସେଣ୍ଟର୍‌ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍‌ସନ୍’ (ସିଡିସି)। ଏହି ନୂତନ ଲକ୍ଷଣ ହେଉଛି ନାସିକା ରୁନ୍ଧି ହେବା ବା ସିଙ୍ଘାଣି ବୋହିବା, ବାନ୍ତି

ଆସନ୍ତା କାଲି କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ- ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ବଢୁଥିବା ପ୍ରତିବାଦରେ ଆସନ୍ତା କଲି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ଦଳର ସାଂସଦ ଓ ବିଧାୟକମାନେ ତେଲଦର ବୃଦ୍ଧିକୁ ଦାବି କରି ରାଷ୍ଟ୍ରପତିଙ୍କ ସ୍ମାରକ ପତ୍ର ଦେବାକୁ ନିଷ୍ପତି ନେଇଛନ୍ତି । ଏନେଇ ଏଆଇସିସିର ସାଧାରଣ ସମ୍ପାଦକ

ଟ୍ରେନ ଯାତ୍ରାକୁ କରୋନା ଭୟ

ଭୁବନେଶ୍ୱର: କରୋନା ସଂକ୍ରମଣ ଆଶଙ୍କା ନେଇ ଟ୍ରେନରେ ଯାତାୟତ ପାଇଁ ଲୋକେ ଭୟ କରୁଛନ୍ତିି । କରୋନା ଆତଙ୍କ ସତ୍ୱେ ଲୋକଙ୍କ ସୁବିଧା ପାଇଁ କିଛି ସଂଖ୍ୟକ ଟ୍ରେନ୍ ଚଳାଚଳ କରୁଛି ମାତ୍ର ଯାତ୍ରୀଙ୍କ ସଂଖ୍ୟା କମ । ରେଳବାଇ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାଇ ରାଜଧାନୀ ସ୍ପେଶାଲ ଟ୍ରେନରେ ମେ ୧୩

ଭୁବନେଶ୍ୱର ପୁଣି ୬ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ଆଉ ୧୯

ଭୁବନେଶ୍ୱର- ପୁଣି ନୂଆ ୬ କରୋନା ଆକ୍ରାନ୍ତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୩ ହୋମ କ୍ୱାରେନଟାଇନର ହୋଇଥିବା ବେଳେ ୩ ଲୋକାଲ କେସ୍ ରହିଛି । ସଙ୍ଗରୋଧ କେନ୍ଦ୍ରରୁ ଡୁମଡୁମାରୁ ଜଣେ, ଆଇଆରସି ଭିଲେଜ ଜଣେ ଓ ବାପୁଜୀ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତଙ୍କ