ନିମ୍ନ ମାନର ଡ୍ରେନେଜ କାର୍ଯ୍ୟନେଇ ଅସନ୍ତୋଷ
ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କଂଟିିପୁର ଠାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଡ୍ରେନେଜ ବିଭାଗ ଦ୍ୱାରା କାଣି ନାଳ ପୁନ୍ନରୁଦ୍ଧାର ଓ ଖନନ କାର୍ଯ୍ୟ କରାଯାଉଛି । ଏହି କେନାଲ ୧୬ କିମି ପର୍ଯ୍ୟନ୍ତ ଖନନ ହୋଇ ପେତପଡା ଠାରେ ସଂଯୋଗ ହେବ । ଏଥିରେ ହଜାର ହଜାର ଚାଷୀଙ୍କ ଜୀବନ ଜୀବିକା!-->…