ପରଲୋକରେ ଇଞ୍ଜିନିୟର ଲକ୍ଷ୍ମୀ ନାରାୟଣ ବାରିକ
ଭୁଚନେଶ୍ୱର,୨୧ା୬:ପୂର୍ବତନ ଅବସର ପ୍ରାପ୍ତ ଇଞ୍ଜିନିୟର ଲକ୍ଷ୍ମୀ ନାରାୟଣ ବାରିକଙ୍କର ଗତ ୧୩ ତାରିଖ ଦିନ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଅବିଭକ୍ତ ବାଲେଶ୍ୱର ଜିଲା(ବର୍ତମାନ ଭଦ୍ରକ )ର ରାହାଣିଆଠାରେ ୧୯୩୩ ମସିହାରେ ଜନ୍ମ ଗ୍ରହଣ!-->…