ଦେଶରେ ପୁଣି ବଢିଲା ସଂକ୍ରମଣ
ଦିନକରେ ୪୩,୬୫୪ ଚିହ୍ନଟ : ୬୪୦ ମୃତ
ନୂଆଦିଲ୍ଲୀ : ଦେଶର ୫୪ଟି ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ହାର ୧୦%ରୁ ଅଧିକ ରହିଥିବା ଏବଂ ୨୭ଟି ଜିଲ୍ଲାରେ ସଂକ୍ରମଣ ପୁଣି ବଢୁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲା ଗତକାଲି ସୂଚନା ଦେଇଥିଲା ବେଳେ ଆଜି!-->!-->!-->…