ଜଗତସିଂହପୁର ଜିଲ୍ଲ୍। ପ୍ରଶାସନ ପକ୍ଷରୁ ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
ଜଗତସିଂହପୁର, ୨୧.୬ (ନି.ପ୍ର.): ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲ୍। ପ୍ରଶାସନ ପକ୍ଷରୁ ଆଗଧାଡିର କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଥିବା ପ୍ରବାସୀମାନଙ୍କୁ ବସ୍,ଟ୍ରାଭେଲର!-->…