ଚୀନକୁ ମୁକାବିଲା କରିବା ପାଇଁ ୯୦୦ ଲଢ଼ୁଆ ବିମାନ ପ୍ରସ୍ତୁତ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ସକ୍ରିୟ ରହିଥିବା ୧୭୨୦ଟି ବିମାନ ମଧ୍ୟରୁ ୯୦୦ଟି ଲଢୁଆ ଯୁଦ୍ଧ ବିମାନ ଶତ୍ରୁପକ୍ଷଙ୍କୁ ଦମନ କରାଯିବା ପାଇଁ ବ୍ୟବହାର ହେଉଛି। ଭାରତୀୟ ବାୟୁସେନାକୁ ବିଶ୍ୱର ଚତୁର୍ଥ ବୃହତ୍ତମ ବାୟୁସେନା ଭାବେ ବିବେଚନା କରାଯାଏ। ଯୁଦ୍ଧ ବିମାନ ବିଷୟରେ କହିବାକୁ ଗଲେ,!-->…