ଜୁଲାଇ ପହିଲାରୁ ବିପିୟୁଟି ଓ ଭିସୁଟରେ ଅନଲାଇନ ପରୀକ୍ଷା
ଭୁବନେଶ୍ୱର-ଜୁଲାଇ ପ୍ରଥମ ସପ୍ତାହରୁ ବିପୁୟୁଟି ଓ ଭିସୁଟର ଶେଷ ସେମିଷ୍ଟାର ପରୀକ୍ଷା ଅନଲାଇନରେ କରାଯିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଜୟ କୁମାର ନାୟକ ଦୁଇ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସୂଚନା ଦେଇଛନ୍ତି । ଅନଲାଇନ ପରୀକ୍ଷା ସହ ଓପନ ବୁକ୍ ପଦ୍ଧତିରେ!-->…