ଯୁବକଙ୍କ ମୃତଦେହ ଉଦ୍ଧାର
ଯାଜପୁର,୧୯.୬ (ନି.ପ୍ର) : ମଙ୍ଗଳପୁର ଥାନା ତଥା ଦଶରଥପୁର ବ୍ଲକ ଅଧିନ ଥାଲକୁଡି ପଂଚାୟତ କସବା ଗ୍ରାମ ବାଙ୍କବଗିଚା ନାଳରୁ ସୋମବାର ସକାଳେ ମଙ୍ଗଳପୁର ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ମୃତ ଯୁବକ ମଙ୍ଗଳପୁର ପଂଚାୟତ କାଳନ୍ଦୀ ଧଳଙ୍କ ସାନପୁଅ ପଦ୍ମଲୋଚନ ଧଳ (୩୨) ବୋଲି ଜଣା!-->…