ଚିହ୍ନଟ ହେଲେ ପୁଣି ନୂଆ ୧୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ବୁଧବାର ରାଜ୍ୟରେ ପୁଣି ନୂଆ ୧୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୪୫ ଜଣ କ୍ୱରେନଟିନ ସେଂଟର ହୋଇଥିବା ବେଳେ ୩୦ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ୫୭, ମୟୁରଭଞ୍ଜ ୫, ଖୋର୍ଦ୍ଧା ୨୫,

ସୀମାରେ ସଂଘର୍ଷ: ୨୦ ଭାରତୀୟ ଓ ୪୩ ଚୀନ ସୈନିକ ନିହତ

ନୂଆଦିଲ୍ଲୀ- ଭାରତ ଓ ଚୀନ ସେନା ମଧ୍ୟରେ ଘମାଘୋଟ ଲଢେଇ । ଟଲିପଡିଲେ ୨୦ ଭାରତୀୟ ଓ ୪୩ ଚୀନ ସୈନିକ । ଲଦାଖର ଗଲୱାନ ଇଲାକାରରେ ଗତ କିଛିଦିନ ଧରି ଉଭୟ ଦେଶ ସୋନଙ୍କ ମଧ୍ୟରେ ଉତେଜନା ଓ ସଂଘର୍ଷ ଲାଗି ରହିଥିବା ବେଳେ ଗତ ୧୫ ଓ ୧୬ ତାରିଖ ଦିନ ଏହା ଭୟଙ୍କର ରୂପ ନେଇଥିଲା । ସୀମାରେ ଶାନ୍ତି

ଚୀନ ସେନାଙ୍କ ଆକ୍ରମଣରେ ୨ ଓଡିଆ ଯବାନ ସହିଦ

ଭୁବନେଶ୍ୱର- ଚୀନ ସେନାଙ୍କ ଆକ୍ରମଣରେ ୨ ଓଡିଆ ଯବାନ ସହିଦ । ମୃତ୍ୟୁ ବରଣ କରିଥିବା ଓଡିଆ ଯବାନ ହେଲେ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ । ଚନ୍ଦ୍ରକାନ୍ତଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅର୍ନ୍ତଗତ ବିୟରପାଙ୍ଗି ଗ୍ରାମ , ଓ ସୋରେନଙ୍କ ଘର ମୟୂରଭଞ୍ଜ ଜିଲ୍ଲା