ପାଞ୍ଚ ବର୍ଷରେ ସମ୍ପୂର୍ଣ୍ଣ ହୋଇଛି ୨୬ଲକ୍ଷ ପକ୍କାଘର
ଭୁବନେଶ୍ବର: ରାଜ୍ୟରେ ଗତ ୫ବର୍ଷରେ ୨୬ଲକ୍ଷ ୧୮ହଜାର ୪୯୭ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ରାଜେଶ ପ୍ରଭାକର ପାଟିଲ କହିଥିଲେ ଯେ ୫୭, ୨୫୭ ଭୂମିହୀନ ପରିବାର ପକ୍କାଘର ପାଇବା ଅପେକ୍ଷାରେ ଥିବା ବେଳେ । ଚଳିତ ମାସ ସୁଦ୍ଧା!-->…