ଦିନକରେ ୨୦୦୩ ମୃତ, ୧୧ ହଜାର ଟପିଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୦୦୩ ରୋଗୀ କରୋନାରେ ପ୍ରାଣ ହରାଇଛନ୍ତି, ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ। ପୂର୍ବରୁ ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ରୁ ୪୦୦ ମଧ୍ୟରେ ରହୁଥିଲାବେଳେ ହଠାତ୍୨୦୦୦ ଅତିକ୍ରମ କରିବା ବେଶ୍ ଚିନ୍ତାର ବିଷୟ ପାଲଟିଛି।ଏହା ସହିତ ଦେଶରେ ୧୧!-->…