ସ୍ଥଳଭାଗ ଛୁଇଁଲା ବାତ୍ୟା ‘ନିସର୍ଗ’
ମୁମ୍ବାଇ- ମାହାରାଷ୍ଟ୍ର ଅଲିବାଗ ରେ ଲ୍ୟାଣ୍ଡଫଲ କଲା ବାତ୍ୟା ନିସର୍ଗ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ପ୍ରାୟ ୩ ଘଂଟା ଧରି ତାଣ୍ଡବ ରଚାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବର୍ତମାନ ସେଠାରେ ୧୦୦ରୁ ୧୨୦ କିମି ବେଗରେ ପବନ!-->…