Happy anniversary ଅମିତାଭ ଓ ଜୟା
ମୁମ୍ବାଇ:- ବଲିଉଡ ସେହେନ୍ସା ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ବିବାହକୁ ୪୬ ବର୍ଷ ପୂରା ହୋଇଛି। ୪୭ତମ ବିବାହ ବାର୍ଷିକୀରେ ଜୟାଙ୍କ ସହ କିଛି ଫଟୋ ସେୟାର କରି ଅମିତାଭ ତାଙ୍କ ବିବାହର ସିକ୍ରେଟ ବିଷୟରେ ତାଙ୍କ fansଙ୍କୁ ଜଣାଇଛନ୍ତି। ଅମିତାଭଙ୍କ ଫିଲ୍ମ ଜଞ୍ଜିର ସୁପରହିଟ୍ ହୋଇଥିଲା ସେ!-->…