୧ କୋଟି ଟଙ୍କାର ବ୍ରାଉନସୁଗର ଜବତ
ଭୁବନେଶ୍ୱର,୨ ।୦୬(ନି.ପ୍ର.): ରାଜଧାନୀ ଭୁବନେଶ୍ୱରରୁ ୧ କୋଟି ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଏହି ଘଟଣାରେ ୨ ଜଣ ଗିରଫ ହୋଇଥିବା ବେଳେ ଗୋଟିଏ ବାଇକ ଜବତ କରାଯାଇଛି ।
କ୍ରାଇମବ୍ରାଂଚର ଏସ୍ଟିଏଫ୍ ଏହି ଦୁଇ ଜଣଙ୍କୁ ଗିରଫ କରିଛି । ଖଣ୍ଡଗିରି ଥାନା ଅଂଚଳରୁ ଏମାନଙ୍କୁ ଗିରଫ!-->…