ମହାନଦୀରେ ବୁଡ଼ି ଦୁଇଭାଇ ମୃତ
ବୌଦ୍ଧ: ମହାନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁର ଦୁଇଭାଇଙ୍କ ମୃତ୍ୟୁ ହୋଇଛି। ମୃତଙ୍କ ମଧ୍ୟରୁ ଜଣଙ୍କ ନାମ ଆଶିଷ ପ୍ରଧାନ(୧୮) ଓ ଅନ୍ୟ ଜଣଙ୍କ ନାମ ତୋଫାନ୍ ପ୍ରଧାନ ବୋଲି ଜଣାପଡ଼ିଛି। ଗାଧୋଇବା ସମୟରେ ଅସାବଧାନତା ହେତୁ ଆଶିଷଙ୍କ ଗୋଡ଼ ଖସି!-->…