ରାଜଧାନୀରେ ଘରୁ ନବବିବାହିତ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ବର: ଆଜି ସକାଳେ ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ବର କୁମ୍ଭାରସାହିରେ ଗୋଟିଏ ଘରୁ ନବବିବାହିତ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତ ଦମ୍ପତି ହେଉଛନ୍ତି ଖବରକାଗଜ ହକର୍ ଭାବେ କାର୍ଯ୍ୟ କରୁଥିବା ୩୨ ବର୍ଷିୟ ରାକେଶ ରାଉତ ଏବଂ ୨୬ ବର୍ଷୀୟ ମୀନାକ୍ଷି ରାଉତ। ଦୁହେଁ ତିନି!-->!-->!-->…