ନୂଆ ୭୯ କରେନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର-ପୁଣି ନୂଆ ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୨ରେ ପହଂଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୧୬, ବଲାଙ୍ଗିର୧୪, କେନ୍ଦୁଝର୮, କନ୍ଧମାଳ୭,

ମାସ୍କ ପିନ୍ଧି ନ ଥିବା ଯୁବକକୁ ପୁଲିସର ସଂଘବଦ୍ଧ ଆକ୍ରମଣ

ଭଦ୍ରକ- ପୁଣି ସାମ୍ନାକୁ ଆସିଲା ପୁଲିସର ବର୍ବରତା । ମାସ୍କ ପିନ୍ଧି ନ ଥିବାରୁ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ । ଭିଡିଓ ଭାଇରାଲ ହେବା ପରେ ଜଣେ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି ଭଦ୍ରକ ଏସିପି । ପୁଲିସର ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି ।ତାଙ୍କୁ

ଘର ଉପରକୁ ବୋମା ମାଡ: ୩ ଗୁରୁତର

ଖୋର୍ଦ୍ଧା- ବାଘମାରୀ ଥାନା ଭୋଗଡା ଗାଁରେ ବୋମାମାଡ । ସୋମବାର ବିଳମ୍ବିତ ରାତିରେ କେତେକ ଦୃର୍ବୁତ ଉକ୍ତ ଗାଁର ଜନୈକ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ କରିଛନ୍ତି । ଏଥିରେ ଗୃହ କର୍ତା ଓ ତାଙ୍କ ସ୍ତ୍ରୀ ଓ ପୁଅ ଗୁରୁତର ହୋଇଥବା ବେଳେ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଛି । ପରେ

ଜୁଲାଇରୁ ସ୍କୁଲ ଖୋଲିବା ସମ୍ଭାବନା

ନୂଆଦିଲ୍ଲୀ- ଜୁଲାଇରୁ ସ୍କୁଲ ଖୋଲିବା ନେଇ କେନ୍ଦ୍ରସରକାର ଯୋଜନା କରିଛନ୍ତି । ପ୍ରଥମେ ଗ୍ରୀନ ଓ ଅରେଞ୍ଜ ଜୋନରେ ସ୍କୁଲ ଖୋଲିବାକୁ ଅନୁମତି ଯିଆଯିବ । ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ନାହିଁ । ଅଷ୍ଟମ ଶ୍ରେଣୀରୁ ଉଦ୍ଧ୍ୱର୍ ପିଲାମାନେ ସ୍କୁଲ ଯାଇପାରିବେ ।

ତିନିରଥ ପାଇଁ ଦଣ୍ଡା ନିର୍ମାଣ ଆରମ୍ଭ

ପୁରୀ : ସରିଲା ୪୨ ଚକ ନିର୍ମାଣ  କାର୍ଯ୍ୟ ।  ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥପାଇଁ ୧୬, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ନିମନ୍ତେ ୧୪ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥପାଇଁ ୧୨ଟି ଚକ ନିର୍ମାଣ କରାଯାଇଛି। ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଇ ଚକ ନିର୍ମାଣ ହୋଇଛି। ତିନିରଥ ପାଇଁ ଦଣ୍ଡା

ଦେଶବ୍ୟାପୀ ବିମାନ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁ ଦୀର୍ଘ ୨ ମାସ ଧରି ବନ୍ଦ ରହିବା ପରେ ଆଜି ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି । ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ରାଜ୍ୟର ରାଜଧାନୀ ଅଭିମୁଖେ ବିମାନ ଚଳାଚଳ ଆରମ୍ଭ କରିଛି ।

ଭୁବନେଶ୍ୱରରୁ ୫ ଉଡ଼ିଲା : ୪ ବାତିଲ

ଭୁବନେଶ୍ୱର: ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ୫ଟି ବିମାନ ଉଡ଼ାଣ କରିଥିବା ବେଳେ ୫ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି । ଆଜି ବିମାନ ବନ୍ଦରରୁ ସକାଳ ୯ଟା ୪୦ ମିନିଟ୍ ସମୟରେ ଦିଲ୍ଲୀ ଅଭିମୁଖେ ପ୍ରଥମ ବିମାନ ଯାତ୍ରା ଆରମ୍ଭ କରିଥିଲା ବୋଲି ନିଦେ୍ର୍ଧଶକ ଭି.ଭି.ରାଓ

କାଜୁ ଉଦ୍ୟୋଗ ପାଇଁ ନୂଆ ଆଶା-ଆତ୍ମନିର୍ଭର ଭାରତ ଯୋଜନା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆତ୍ମ ନିର୍ଭର ଭାରତ ଯୋଜନାରେ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ୧୦ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜକୁ ଏହି କ୍ଷେତ୍ର ବିଶେଷ କରି କାଜୁ ପ୍ରକ୍ରିୟାକରଣ ଶିଳ୍ପ ସହ ଜଡ଼ିତ ଅଂଶୀଦାରମାନେ ସ୍ୱାଗତ କରିଛନ୍ତି । କରୋନା

ପ୍ରବାସୀ ଓଡିଆ ଶ୍ରମିକଙ୍କ ଗାଡ଼ି ଗୁମ୍ମାଘାଟିରେ ଦୁର୍ଘଟଣାଗ୍ରସ୍ତ

ରାୟଗଡ: କେରଳରୁ କଳାହାଣ୍ଡି ଫେରୁଥିବା ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଗାଡି ରାୟଗଡ ଜିଲ୍ଳା ଗୁମ୍ମା ଘାଟିଠାରେ ଦୁର୍ଘଟଣା ଗ୍ରସ୍ତ ହେବାରୁ ଏଥିରେ ବସିଥିବା ୧୨ଜଣ ପ୍ରବାସୀ ଓଡିଆ ଶ୍ରମିକମାନେ ଆହାତ ହୋଇଥିବା ବେଳେ ଗାଡି ଡ୍ରାଇଭରଙ୍କ ସମେତ ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି ।

ଲକ୍ଷାଧିକ ଟଙ୍କାର ବେଆଇନ ମଦ ଜବତ : ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସହିଦ ନଗର ଥାନା ଓ କୁଇକ୍ ଆକ୍ସନ ଟିମ୍ ଆଜି ଭୁବନେଶ୍ୱରରେ ମିଳିତ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ମଦ ଜବତ କରିଛି । ବେଆଇନ ମଦର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏହି ଘଟଣାରେ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସଙ୍ଗେ ସଙ୍ଗେ ତାଙ୍କ ନିକଟରୁ ୯୦